Browsing Tag

Paik’s words were remembered

ମୁଖ୍ୟମନ୍ତ୍ରୀଙ୍କର ୨୩ ବର୍ଷ ପରେ ପାଇକଙ୍କ କଥା ମନେପଡିଲା, ଏହା ଛଳନା ନୁହେଁ କି ?: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ)  : ଗତକାଲି ରାଜ୍ୟ ସରକାର ପାଇକ ଏକାଡେମି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ବୋଲି ଘୋଷଣା କରିଛନ୍ତି । ଯାହା ହେଉ ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ଓଡିଶାର ଅସ୍ମିତା ଏବଂ ଗୌରବର ପ୍ରତିକ ପାଇକ ସଂଗ୍ରାମ କଥା ମନେପଡିଲା ।…