ଦେଶ ଦେଖିବ ପାଇକଙ୍କ ବୀରତ୍ୱ: ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ‘ପାଇକ ବିଦ୍ରୋହ’ ନେଇ ଧାରାବାହିକ
ମୁମ୍ବାଇ: ‘କଥା’ ପ୍ରଡକ୍ସନ ଦ୍ୱାରା ନିର୍ମିତ ନୂଆ ଧାରାବାହିତ ବକ୍ସି ଜଗବନ୍ଧୁ ଷ୍ଟାର ପ୍ଲାସରେ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି । ଆସାଧାରଣ ବିରତ୍ୱ ଏବଂ ଐତିହାସିକ କଥାକୁ ନେଇ ନିର୍ମିତ ଏହି ଧାରାବାହିକ ‘ବିଦ୍ରୋହୀ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ୧୮୧୭…