ପାଇକ ବିଦ୍ରୋହକୁ ମାନ୍ୟତା ଦାବିରେ ପୁଣି ଗର୍ଜିଲେ ପାଇକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦେବା ଦାବିରେ ପୁଣି ଗର୍ଜିଲେ ପାଇକ । ବରୁଣେଇ ପୀଠରୁ କେନ୍ଦ୍ର ବିରୋଧରେ ରଣହୁଙ୍କାର । ଓଡିଶା ବୀର ମହାସଂଘ ପକ୍ଷରୁ ପାଇକଙ୍କ ସମାବେଶ । ବରୁଣେଇ ପୀଠରୁ ଭୁବନେଶ୍ବର ଅଭିମୁଖେ ଶୋଭାଯାତ୍ରା । ମାଷ୍ଟର…