ପଦ୍ମପୁର ଉପନିର୍ବାଚନ; ୩ ମନ୍ତ୍ରୀଙ୍କୁ ୩ ବ୍ଲକର ଦାୟିତ୍ୱ ଦେଲା ବିଜେଡି
ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ଅଧିକ ସତର୍କ ହୋଇଥିବା ଜଣାଯାଇଛି। ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ବିଜେଡି ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ…