Browsing Tag

Pachimbanga election

ପଶ୍ଚିମବଙ୍ଗ ଉପନିର୍ବାଚନ: ତାରିଖ ଘୋଷଣା ନ ହେବାରୁ ହାଇକୋର୍ଟକୁ ଗଲା TMC

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗର ୭ଟି ବିଧାନସଭା ଲାଗି ଉପନିର୍ବାଚନ ହେବ। ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଏଥିଲାଗି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଆୟୋଗଙ୍କ ଏପରି ଟାଳଟୁଳ ନୀତି ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…