ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଚ ଆଣିଲେ ସୁନା ଝିଅ ସିନ୍ଧୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ । ସୁନା ଝିଅ ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମିରାବାଇଙ୍କ ପରେ ପିଭି ସିନ୍ଧୁ…