ଭୋଜନ ସମୟରେ କେବେ ବି ଏଭଳି କରନ୍ତୁ ନାହିଁ, ନହେଲେ ଘରେ ଦେଖାଯିବ ନାନା ସମସ୍ୟା
ଭାରତୀୟ ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଦିଗର ଅଲଗା ଅଲଗା ମହତ୍ୱ ରହିଛି l ଏହାଛଡା ପ୍ରତ୍ୟେକ ଦିଗକୁ ନେଇ ଅଲଗା ଅଲଗା ନିୟମ ମଧ୍ୟ ରହିଛି l ଯେପରି ଉତ୍ତର ଦିଗରେ ଧନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରାଯାଇ ଥାଏ l ସେହିଭଳି ଖାଦ୍ୟ ଗ୍ରହଣ କରିବାକୁ ନେଇ ମଧ୍ୟ ବିଶେଷ ନିୟମ ରହିଛି l କିନ୍ତୁ…