ଏହି ସ୍ଥାନରେ ଭୁଲରେ କରନ୍ତୁ ନାହିଁ ଘର ତିଆରି, ନହେଲେ ଘରକୁ ମାଡି ବସିବ ବିପତ୍ତି
ଭାରତୀୟ ଇତିହାସ ରେ ଚାଣକ୍ୟ ଙ୍କୁ ଅର୍ଥଶାସ୍ତ୍ରର ଜନକ ବୋଲି କୁହାଯାଇ ଥାଏ l ତାଙ୍କୁ କୌଟିଲ୍ୟ ବୋଲି ମଧ୍ୟ କହି ଥାଆନ୍ତି l ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଜୀବନ କୁ ସରଳ ଓ ସମୃଦ୍ଧ କରିବା ପାଇଁ ଅନେକ ଉପାୟ କହିଛନ୍ତି l ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଘର କରିବା ସମୟରେ କିଛିଟା…