Browsing Tag

OTET exam on 31st

୩୧ରେ ଓଟିଇଟି ପରୀକ୍ଷା, ୨୪ରୁ ୱେବସାଇଟରେ ମିଳିବ ଆଡମିଟ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ହେଉଥିବା ଏହି ପରୀକ୍ଷା ଦୁଇଟି ପେପର୍‌ରେ ହେବ।…