ତ୍ରୁଟି କାରଣରୁ ବାତିଲ ହେଲା ଓଏସଏସସିର ଆକାଉଣ୍ଟାଣ୍ଟ ପରୀକ୍ଷା
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହୋଇଥିବା ପ୍ରିଲିମନାରୀ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ଏ ନେଇ ସୋମବାର ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓଡ଼ିଆ ଭାଷାରେ…