ଡେଙ୍ଗୁ ମୁକାବିଲା ନେଇ ବିଏମ୍ସି କମିଶନର ନିଷ୍ପତ୍ତି, ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଡେଙ୍ଗୁ ମୁକାବିଲା ନେଇ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । ଡାକ୍ତର କେତେ ବିଦ୍ୟାଳୟ ଓ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି ଏଥିରେ ଆଲୋଚନା ହୋଇଥିଲା ।ଏଣିକି କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର କେତେ ଘରକୁ ଗଲେ,…