ଶୀତ ଅଧିବେଶନରେ ବିଧାନସଭାରେ ବୀର ସାବରକରଙ୍କ ଫଟୋକୁ ନେଇ କାହିଁକି ଉତ୍ତେଜନା ?
ଶୀତ ଅଧିବେଶନରେ ବିଧାନସଭାରେ ବାର ସାବରକରଙ୍କ ଫଟୋକୁ ଉତ୍ତେଜନା ଦେଖିବାକୁ ମିଳିଛି । କର୍ଣ୍ଣାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ଉନ୍ମୋଚିତ ହୋଇଥିଲା । ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ଏହାକୁ ନେଇ ବିରୋଧ ଆରମ୍ଭ କରିଥିଲେ । ଏ ନେଇ…