Browsing Tag

Opponents of antitrust proposals against the central government!

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ !

ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । ଏହାକୁ ନେଇ ଏକ ସ୍ୱତନ୍ତ୍ର ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ବିରୋଧୀ ମେଂଟ 'ଇଣ୍ଡିଆ' ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ବଡ଼ ଯୋଜନା କରୁଛନ୍ତି । ମଣିପୁର…