ଋଷି କୁମାର ଶୁକ୍ଳା ହେଲେ ସିବିଆଇ ମୁଖ୍ୟ, ମୋଦିଙ୍କୁ ଅସହମତି ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ଖଡଗେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା (ସିବିଆଇ) ମୁଖ୍ୟ ପଦବୀ ପାଇଁ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ କମିଟି ବୈଠକରେ ଋଷି କୁମାର ଶୁକ୍ଳାଙ୍କୁ ପରବର୍ତ୍ତୀ ସିବିଆଇ ମୁଖ୍ୟ…