ଗଜରାଜଙ୍କୁ ଉଦ୍ଧାର ପାଇଁ ୬ ଘଣ୍ଟା ହେଲା ଚାଲିଛି ଉଦ୍ୟମ
ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ହେଲା ଦନ୍ତାଟି ମୁଣ୍ଡଳି ବ୍ୟାରେଜରେ ପାଣିର ପ୍ରଖର ସ୍ରୋତରେ ଫସି ରହିଛି ।…