ଅପରେସନ ଅଜୟ: ଇସ୍ରାଏଲରୁ ତୃତୀୟ ପର୍ୟ୍ୟାୟରେ ଭାରତ ଫେରିଲେ ୧୯୭ଜଣ
ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ 'ଅପରେସନ ଅଜୟ'ରେ ଦେଶକୁ ଫେରିଛନ୍ତି ୧୯୭ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ତୃତୀୟ ପର୍ୟ୍ୟାୟରେ ୧୯୭ଜଣ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ…