Browsing Tag

open the school

ନଭେମ୍ବର ୧୫ରୁ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ  । ଦିପାବଳୀ ପରେ ସ୍କୁଲ ଖୋଲିବା ନେଇ ମିଳିଥିବା ସୂଚନା ସତ ପ୍ରମାଣିତ ହୋଇଛି  । ଆସନ୍ତା ନଭେମ୍ବର 15 ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ।  ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ବିଳନୀରେ…