ଆଜି ସନ୍ଧ୍ୟାରୁ ଖୋଲିବ ମନ୍ଦିରା ଡ୍ୟାମ ଗେଟ
ମୌସୁମୀ ଅବଧି ଶେଷ ହେବା ପରେ ମନ୍ଦିରା ଡ୍ୟାମର ସମସ୍ତ ସ୍ପିଲୱେ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। କିନ୍ତୁ ଗତ ୩ ଦିନ ଧରି ଉପରମୁଣ୍ଡରେ ଲଗାତାର ଅଦିନିଆ ଲଗାଣ ବର୍ଷା ଲାଗିରହିବା ହେତୁ ମନ୍ଦିରା ଡ୍ୟାମକୁ ବହୁ ପରିମାଣର ଜଳ ପ୍ରବାହିତ ହେଉଛି। ମନ୍ଦିରା ଡ୍ୟାମ ଜଳଭଣ୍ଡାର ସ୍ତର ଦ୍ରୁତ…