ଅନଲାଇନରୁ ମୋବାଇଲ ଅର୍ଡର କରିଥିଲେ, ଆସିଲା ସାବୁନ
ଓଡିଶା ଫାଷ୍ଟ(ବ୍ୟୁରୋ): ବର୍ଷ ଶେଷ ଯୋଗୁଁ ଅନଲାଇନ ସପିଂ ସାଇଟ୍ ଗୁଡ଼ିକ ନାନା ଆକର୍ଷଣୀୟ ଅଫର ଦେଉଛନ୍ତି । ଏହାର ଲାଭ ଉଠାଇ ଲୋକମାନେ ଅନଲାଇନରୁ ବିଭିନ୍ନ ଜିନିଷ କିଣୁଛନ୍ତି । କିନ୍ତୁ ଅନଲାଇନରୁ ମୋବାଇଲ ମଗାଇ ଜଣେ ଗ୍ରାହକ ଠକାମୀର ଶିକାର ହୋଇଥିବା ଜଣାପଡିଛି । ମୋବାଇଲ ବଦଳରେ ମୋବାଇଲ…