ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଦଳେଇପଡାର ସାକିର ମିର୍ଦ୍ଧା ନାମକ ଜଣେ ଯୁବକଙ୍କ ସ୍କୁଟି ଏବଂ ଚପଲ ବୁର୍ଲା ପିସି ବ୍ରିଜ ଉପରୁ ପୋଲିସ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସାକିର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ପୋଲିସ ଅନୁମାନ କରୁଛି ।
ସୂଚନା ଅନୁଯାୟୀ, ଗତ…