ମହାନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ
ମହାନଦୀରେ ବୁଡିଗଲା ଡଙ୍ଗା । ଡଙ୍ଗା ବୁଡି ଜଣେ ନିଖୋଜ ଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । କଟକ ଜିଲ୍ଲା ବାଙ୍କୀ ମହାନଦୀ ପଠାର ସାହଙ୍ଗା-ଗୋପାଳପୁର ଘାଟରେ ଡଙ୍ଗାଟି ବୁଡି ଯିବାରୁ ଏଭଳି ଏକ ଅଘଟଣ ଘଟିଯାଇଛି ।
ତେବେ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଜତ୍ ନାୟକ । ଅଗ୍ନିଶମ…