ଭୁବନେଶ୍ୱରରୁ ପୁଣି ଜଣେ ପଜିଟିଭ, ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନ ପରେ ଆଜି ଭୁବନେଶ୍ୱର ରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଜଣେ ୭୭ବର୍ଷୀୟ ବ୍ୟକ୍ତି ଅଟନ୍ତି । ସେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବା ବେଳେ କେସ ନମ୍ବର ୪୧ର ନିକଟ ସମ୍ପର୍କୀୟ । ଏହାକୁ ମିଶାଇ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା…