Browsing Tag

One more dengue dead

ରାଜଧାନୀରେ ଗଲା ଡେଙ୍ଗୁରେ ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଡେଙ୍ଗୁରେ ଆଉ ଏକ ମୁଣ୍ଡ ଗଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେବାରେ ପରେ ଆଖି ବୁଜିଛନ୍ତି । ଦୁନିଆ କଣ ବୁଝିବା ଆଗରୁ ମା କୁ ହରାଇଛି ନବଜାତ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତଃ ଥିବାବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।…