ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି, ୩ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୫୮ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ୩୫୨ ଛୁଇଁଛି । ଆଜି ନୂଆ ୫୮ ଜଣ ଚିହ୍ନଟ ହେବା ସହ ରାଜ୍ୟରେ ୨୦ ଜିଲ୍ଲାକୁ କରୋନା ଛୁଇଁଛି ।
ଗ୍ରୀନ୍ ଜୋନ୍ରେ ଥିବା ଅନୁଗୋଳ ଜିଲ୍ଳାରେ ପ୍ରଥମ ଥର ପାଇଁ ୧୩ ଜଣ କରୋନା ପଜିଟିଭ…