ଜମ୍ମୁ-କଶ୍ମୀରରେ ଭୟଙ୍କର ହିମସ୍ଖଳ: ଜଣେ ମୃତ, ଅନେକ ନିଖୋଜ
ଜମ୍ମୁ-କଶ୍ମୀର ଗୁଲମର୍ଗ ଭୟଙ୍କର ହିମସ୍ଖଳ । ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ଏବଂ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଜମ୍ମୁ -କଶ୍ମୀର ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ଭୟଙ୍କର ହିମସ୍ଖଳନ ହୋଇଛି । ବରଫରେ…