Browsing Tag

one day remand

କ୍ୟାମେରା ମ୍ୟାନରୁ, ଗୋଲ୍ଡେନ ବାବା ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଲ୍ଡେନ ବାବା ଓରଫ ଜ୍ୟାୋତି ରଂଜନ ବେଉରାଙ୍କୁ ଆଜି ଦିନିକିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ସେ କିପରି ଏକ ସାଧାରଣ କ୍ୟାମେରା ମ୍ୟାନରୁ ଏତେ ସୁନା,ରାଜକୀୟ ପ୍ରାସାଦର ଅଧିକାରୀ ହୋଇପାରିଲେ ଓ ରାଜନେତାଙ୍କ ସହ ତାଙ୍କ ସମ୍ପର୍କ ସମ୍ୱନ୍ଧରେ ଖୋଳତାଡ଼ କରିବ…