ଦୌଡୁ ଦୌଡୁ ଚାଲିଗଲା ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସିଲେକ୍ସନ ବୋର୍ଡ଼ ପକ୍ଷରୁ କଟକ ଓଏଏସ୍ଏପି ବାଟାଲିୟନ୍ରେ ଆୟୋଜିତ କନେଷ୍ଟବଳ, ସିପାହୀ ପରୀକ୍ଷା ପାଇଁ ଚାଲିଥିବା ଶାରୀରିକ ଦକ୍ଷତା ପରୀକ୍ଷା କ୍ରସ କଣ୍ଟ୍ରି ସମୟରେ ଏକ ଅଘଟଣ ଘଟିଯାଇଛି । ଦୌଡ଼ ପ୍ରତିଯୋଗିତା ସମୟରେ ଦୁଇ ଜଣ ପ୍ରାର୍ଥୀ ଅସୁସ୍ଥ ହୋଇପଡିବାରୁ…