ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଭୁବନେଶ୍ବରର କଳ୍ପନା ଛକ ନିକଟରେ ପାଳିତ ହେଲା ଲୋକାର୍ପଣ ଉତ୍ସବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଭୁବନେଶ୍ବରର କଳ୍ପନା ଛକ ସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନାଙ୍କ ନେତୃତ୍ବରେ ଲୋକାର୍ପଣ ଉତ୍ସବ ଦିବସ ଆୟୋଜନ କରାଯାଇଥିଲା। ଏହି ଅବସରରେ…