Browsing Tag

On coming 15th CM will visit Puri to distribute land papers

୧୫ରେ ନବୀନଙ୍କ ପୁରୀ ଗସ୍ତ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଳା ପ୍ରଶାସନକୁ କୌଣସି ସୂଚନା ପ୍ରଦାନ କରାଯାଇ ନଥିବା ବେଳେ ଏହି ଗସ୍ତ କାର୍ଯ୍ୟକ୍ରମ ଏକ ପ୍ରକାର ନିଶ୍ଚିନ୍ତ ବୋଲି ସୂତ୍ରରୁ ଜଣାପଡିଛି। ପୁରୀର ତାଳବଣିଆଠାରେ…