କଟକ ମେଡିକଲର ଉର୍ଣ୍ଣତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ବୈଠକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ପ୍ରାୟ ୫ଟା ସମୟରେ ୫ଟି ସଚିବ ଭି କେ ପଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଅଚାନକ କଟକ ମେଡିକାଲ ଗ୍ରସ୍ତ କରିଥିଲେ । ସେଠାରେ ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସମସ୍ୟା ପଚାରି ବୁଝିଥିଲେ ।…