Browsing Tag

On 29th issue

୨୯ ତାରିଖ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ ଯେତେ ଗଡୁଛି ଆଇନଜୀବୀ ଓ ପୁଲିସ ବିବାଦ ସେତିକି ବଢୁଛି । ସତେ ଯେପରି ପାଣ୍ଡବ ଓ କୌରଵ ଙ୍କ ଯୁଦ୍ଧ ଚାଲିଛି ବୋଲି ଲୋକେ ଆଲୋଚନା କଲେଣି । ଏହି ଦୁଇ ସଙ୍ଘ ଆଇନ ର ଦୁଇଟି ଅଭିର୍ଣ୍ଣ ଅଙ୍ଗ । ଏହି ଦୁଇଙ୍କ କଳିରେ ଜେଲ କାରାଗାର ର କଷ୍ଟକୁ ଝେଲୁଛନ୍ତି କେତେ ସାଧାରଣ…