Browsing Tag

omm-dipu-hatya-case

ଓମ୍-ଦୀପୁ ଅପହରଣ ଓ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ୨୩।୮: ବହୁ ଚର୍ଚ୍ଚିତ ଓମ୍ ଓ ଦୀପୁ ଅପହରଣ ଓ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଧଳବ୍ରଦର୍ସଙ୍କ ସହଯୋଗୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପରଠୁ ଫେରାର ଥିଲା ଅଭିଯୁକ୍ତ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର…