ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସ୍କୁଲ କଲେଜ୍ ମାନଙ୍କରେ ପାଠପଢ଼ାକୁ ଅଧିକ ପ୍ରଭାବିତ କରିଛି। ତେବେ ରାଜ୍ୟରୁ କରୋନାର ପ୍ରଭାବ ଧିରେ ଧିରେ କମିବା ସହ ସ୍କୁଲ କଲେଜ୍ ମଧ୍ୟ ଖୋଲିବାରେ ଲାଗିଲାଣି। ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍…