ରାମନବମୀରେ ଚିରା ହେଲା ଶ୍ରୀଜୀଉଙ୍କ ରଥକାଠ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରଥଯାତ୍ରା ନିମନ୍ତେ ରଥକାଠ ଚିରା ଅନୁକୂଳ ହୋଇଛି । ପ୍ରତି ବର୍ଷ ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ କରାଯାଏ । ତେଣୁ ଆଜି କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି ଅନୁକୂଳ କରାଯାଇଛି । ଏହି ଚିରା ଯାଇଥିବା କାଠ ରଥ…