ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ର ନୂତନ ଜେନେରାଲ ସେକ୍ରେଟାରୀ ହେଲେ ପ୍ରଶାନ୍ତ ମହାପାତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୨୦୦୦ କେମିଷ୍ଟ ବିଶିଷ୍ଟ ସଂଘ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ରେ ନୂତନ ଜେନେରାଲ ସେକ୍ରେଟାରୀ ପାଇଁ ଗତ ୩ ତାରିଖ ରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ୩ ଜଣ ନିର୍ବାଚନ ଅଧିକାରୀ ଙ୍କ ତଦାରଖ ରେ ବ୍ୟାଲଟ ପପେର ମାଧ୍ୟମରେ ହୋଇଥିଲା । ଏହି…