କେଜ୍ରିୱାଲଙ୍କୁ ଗୃହବନ୍ଦୀ କଲା ଦିଲ୍ଲୀ ପୁଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୃଷକଙ୍କ ଦ୍ୱାରା ଡକାଯାଇଥିବା ‘ଭାରତ ବନ୍ଦ’ ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ପୁଲିସ ଗୃହବନ୍ଦୀ କରିଦେଇଛି। ଆମ ଆଦମି ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି।
ଆପ୍ ଟ୍ୱିଟ୍ କରି କହିଛି ଯେ, ‘କେଜ୍ରିୱାଲ…