ରାଜ୍ୟରେ ବଦଳିବ ପାଗ: ଆସନ୍ତାକାଲିଠୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ତାତିରେ ଛଟପଟ ହେଉଛନ୍ତି ଓଡିଶାବାସୀ। ମାତ୍ର ଏବେ ପାଗରେ ପରିବର୍ତ୍ତନ ଆସିପାରେ। ୩ ତାରିଖରୁ ପାଗ ସାମାନ୍ୟ ବଦଳିବ। ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା ହ୍ରାସ ହେବ। ଏହାସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୩ ତାରିଖରେ…