ସଂକଟରେ ଅଣ୍ଡା ଶିଳ୍ପ, ସମାଧାନ ପାଇଁ କମିଟି ଗଠନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛି ମାସ ଧରି ରାଜ୍ୟର ଅଣ୍ଡା ଶିଳ୍ପ (ଲେୟାର ଫାର୍ମ) ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗତକାଲି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଭୁବନେଶ୍ୱରଠାରେ ଏକାଠି ହୋଇଛନ୍ତି । ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଙ୍କର…