ଜାଡରେ ଥରୁଛି ଓଡିଶା
୫ ଡିଗ୍ରିକୁ କମିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା । ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଚଳିତ ଶୀତ ରୁତୁରେ ପ୍ରଥମ ଥର ପାଇଁ ଜି.ଉଦୟଗିରିର ପାରଦ ସ୍ତର ୫ଡିଗ୍ରିକୁ ଖସିଛି । ଶନିବାର ରାତିରେ ରାତି ତାପମାତ୍ର ୭ ଡିଗ୍ରି ଥିବା ବେଳେ ରବିବାର ଏହା ୫ଡିଗ୍ରିକୁ ଖସିଯାଇଛି । ଏଥିସହ…