୫ ବର୍ଷରେ ଓଡ଼ିଶା ୧ ନଂ. ରାଜ୍ୟ ହେବ: ରାଜନାଥ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିଓ୍ବେଟମାନେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇ ବିଜେପି ଭୋଟ ମାଗୁଥିବା କେନ୍ଦ୍ର ସରକାରଙ୍କ ଅବହେଳାକୁ ଅସ୍ତ୍ର କରିଛି ବିଜେଡି । ସେପଟେ କଂଗ୍ରେସ ଉଭୟ…