ଓଡ଼ିଶା ମୋ ପରିବାର ବଢ଼ିଲା ସହାୟତାର ହାତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ମୋ ପରିବାର। ଗୋଟିଏ ପରେ ଗୋଟିଏ ଭଲ କାର୍ଯ୍ୟ କରିଦେଖେଇ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂଗଠନ ଗଠିତ ହୋଇଛି । ବିଦେଶରେ ହେଉ କି ଦେଶରେ ଯେଉଁଠି ଓଡ଼ିଆ ଲୋକ ହଇରାଣ ହୋଇ ସାହାରା ପାଉନାହାନ୍ତି ସେଠାରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଏ…