ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାକୁ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁତ ଅସହାୟ ସେତେବେଳେ ଲାଗିଥାଏ, ଯେତେବେଳେ ଆମର ନିଜର ଲୋକ ଆମକୁ ଅସୁବିଧାରେ ଦେଖି ମଧ୍ୟ ସାହାଯ୍ୟ କରିନଥାନ୍ତି । ଠିକ୍ ଏମିତି କିଛି ଘଟିଥିଲା ଜଣେ ଅସହାୟ ଗର୍ଭବତୀ ମହିଳା ସହିତ ଯିଏକି ପ୍ରସବ ଯନ୍ତ୍ରଣା ପାଇ ଛଟପଟ ହେଉଥିବା ବେଳେ ତା’ର ନିଜ ସ୍ଵାମୀ ମଦ୍ୟପ…