ଓଡ଼ିଶା ଇନଭେଷ୍ଟର୍ସ ମିଟ ; ଓଡ଼ିଶାରେ ହେବ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ହେବ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ । ଦୁବାଇର ଶିଳ୍ପପତିମାନେ କରିବେ ଏହି ପୁଞ୍ଜିନିବେଶ । ଗତକାଲି ଦୁବାଇରେ ଆୟୋଜିତ ହୋଇଥିବା 'ଓଡ଼ିଶା ଇନଭେଷ୍ଟର୍ସ ମିଟ' କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ଏହି ପୁଞ୍ଜିନିବେଶ ଓଡ଼ିଶାରେ କରିବେ…