Browsing Tag

Odisha Investor Conference to be held in Hyderabad on October 17; The Chief Minister will attend

ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓଡ଼ିଶା ନିବେଶକ ସମ୍ମିଳନୀ; ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବ ହେବ 'ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌'ର ତୃତୀୟ ସଂସ୍କରଣ। ଏହା ପୂର୍ବରୁ ଦେଶ ଓ ଦେଶ ବାହାରେ ଥିବା ପ୍ରମୁଖ ସହରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ…