ତିନି ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଆଜି ତିନି ଜଣ ବରିଷ୍ଠ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସର ୧୯୮୮ ବ୍ୟାଚ ର ପୂର୍ବତନ କମିଶନର ସତ୍ୟଜିତ୍ ମହାନ୍ତି ଓ ମନୋଜ କୁମାର ଛାବ୍ରାଙ୍କୁ ଆଜି ଡିଜିପି ପାହ୍ୟାକୁ ପଦୋନ୍ନତି…