Browsing Tag

Odisha CM Naveen Patnaik Rings Opening Bell At BSE

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ; ବଜାଇଲେ ଓପନିଂ ବେଲ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଦଲାଲ ଷ୍ଟ୍ରିଟର ଜିଜିଭୟ ଟାୱାର ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ପରିଦର୍ଶନ କରିଛନ୍ତି । ସେଠାରେ ସେ ବିଏସଇ(BSE) କାର୍ଯ୍ୟାଳୟରେ ଓପନିଂ ବେଲ୍ ବଜାଇଛନ୍ତି । ଓପନିଂ ବେଲ୍ ରିଂ ଉତ୍ସବରେ…