Browsing Tag

Odisha CM Launches LAccMI Bus From Gajapati

ଗଜପତିରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ଗଜପତି ଜିଲ୍ଲାରେ ଚଳାଚଳ ଆରମ୍ଭ କରିଛି ଲକ୍ଷ୍ମୀ ଯୋଜନା ବସ୍‌ । ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଜି ଗଜପତି ଲାଗି ଗୌରବର ଦିନ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ…