Browsing Tag

Odisha CM Launches E-Audio Guided Tour At Kalabhoomi Museum

କଳାଭୂମି ସଂଗ୍ରହାଳୟରେ ଇ-ଅଡ଼ିଓ ଗାଇଡ୍ ଟୁର୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଳାଭୂମି ସଂଗ୍ରହାଳୟରେ ଇ-ଅଡ଼ିଓ ଗାଇଡ୍ ଟୁର୍‌ର ଶୁଭାରମ୍ଭ ହୋଇଛି । ତାହା ଓଡ଼ିିଆ, ହିନ୍ଦୀ ଓ ଇଂରାଜୀ ଭଳି ତିନୋଟି ଭାଷାରେ ଉପଲବ୍ଧ ହେଉଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ୱେବସାଇଟକୁ ଉନ୍ମୋଚନ କରି କହିଛନ୍ତି ଯେ, ଅଡ଼ିଓ ଗାଇଡ୍ ଏକ ବ୍ୟକ୍ତିଗତ ସାଥୀ ଭାବରେ ଏଣିକି କାର୍ଯ୍ୟ…