ବଢ଼ିଲା ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା!
ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା । ମଙ୍ଗଳବାର ଦିନ ଏହାକୁ ନେଇ ବିଧାନସଭାରେ ଓଡ଼ିଶା ବିଧାନସଭା ସଦସ୍ୟ, ବାଚସ୍ପତି, ଉପ ବାଚସ୍ପତି ଓ ମନ୍ତ୍ରୀମାନଙ୍କ ଦରମା, ଭତ୍ତା ଓ ପେନସନ ସମ୍ପର୍କିତ ୪ଟି ପୃଥକ ବିଲ୍ ଉପସ୍ଥାପନ କରାଯାଇଥିଲା । ଯାହକୁ ଅନୁମୋଦନ…