ଆନ୍ଧ୍ର ଓ ଓଡିଶା ପୋଲିସ ମିଳିତ ଭାବେ ମାଓ ଦମନ କରିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ମାଓବାଦୀଙ୍କୁ ଦମନ କରିବାକୁ ଗତକାଲି ବସିଥିବା ବୈଠକ ସଫଳ ହୋଇଛି । ଆନ୍ଧ୍ର ଓ ଓଡ଼ିଶା ସୀମାରେ ବଢିଚାଲିଥିବା ମାଓ ପ୍ରାଦୁର୍ଭାବ କୁ କିପରି ରୋକାଯାଇ ପାରିବ ଏନେଇ ଆନ୍ଧ୍ର-ଓଡିଶା ଡିଜିପିସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ଗତକାଲି ଭୁବନେଶ୍ୱର ରେ…